ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋତ୍ର   ବିଶେଷ୍ୟ

ଅର୍ଥ : ଭାରତୀୟ ଆର୍ଯ୍ୟମାନଙ୍କ ମଧ୍ୟରେ କୌଣସି କୁଳ ବା ବଂଶର ଏକ ବିଶିଷ୍ଟ ସଂଜ୍ଞା ଯାହା କାହାରି ପୂର୍ବଜ ବା କୁଳଗୁରୁଙ୍କ ନାମ ଅନୁସାରେ ହୋଇଥାଏ ଏବଂ ଯାହା ଜନ୍ମ ସହିତ ଯୋଡ଼ି ହୋଇଯାଏ

ଉଦାହରଣ : କଶ୍ୟପ ଋଷିଙ୍କ ନାମ ଅନୁସାରେ କଶ୍ୟପ ଗୋତ୍ର ହୋଇଛି

भारतीय आर्यों में किसी कुल या वंश की वह विशिष्ट संज्ञा जो किसी के पूर्वज या कुल गुरु के नाम पर होती है और जिससे वह जन्म के साथ ही जुड़ जाता है।

कश्यप ऋषि के नाम पर कश्यप गोत्र है।
गोत, गोत्र, चरण, प्रवर, संतति, सन्तति