ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗେଣ୍ଡୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗେଣ୍ଡୁ   ବିଶେଷ୍ୟ

ଅର୍ଥ : ଯେଉଁ ଗଛର ଫୁଲ ସୁଗନ୍ଧିତ ଓ ବିଶେଷକରି ହଳଦିଆ ରଙ୍ଗର ଓ ଚକାଳିଆ ହୋଇଥାଏ

ଉଦାହରଣ : ସେ ତା ଘର ଆଗଅଗଣାରେ ଗେଣ୍ଡୁ ଲଗାଉଛି

एक पौधा जिसके सुगन्धित फूल विशेषकर पीले रंग के और गोलनुमा होते हैं।

वह अपने घर के अगवाड़े गेंदा लगा रखा है।
गेंदा, पद्मा

Any of various tropical American plants of the genus Tagetes widely cultivated for their showy yellow or orange flowers.

marigold

ଅର୍ଥ : ବିଶେଷକରି ହଳଦିଆ ରଙ୍ଗର ହୋଇଥିବା ଏକ ସୁଗନ୍ଧିତ ଗୋଲାକାର ଫୁଲ

ଉଦାହରଣ : ମାଳୀ ମାଳା ତିଆରି କରିବାପାଇଁ ଗେଣ୍ଡୁଫୁଲ ତୋଳୁଛି

ସମକକ୍ଷ : ଗେଣ୍ଡୁଫୁଲ

एक सुगन्धित गेंदनुमा फूल जो विशेषकर पीले रंग का होता है।

माली माला बनाने के लिए गेंदा तोड़ रहा है।
गेंदा

Reproductive organ of angiosperm plants especially one having showy or colorful parts.

bloom, blossom, flower