ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗେଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗେଜ   ବିଶେଷ୍ୟ

ଅର୍ଥ : ରେଳଧାରଣା ମଝିରେ ଥିବା ଦୂରତା ବା ରେଳଗାଡ଼ିର ଚକ ମଝିରେ ଥିବା ଦୂରତା

ଉଦାହରଣ : ଛୋଟଲାଇନ ଓ ବଡ଼ଲାଇନର ଗେଜ ଅଲଗାଅଲଗା ହୋଇଥାଏ

रेलवे की पटरियों के बीच की दूरी या रेलगाड़ी के पहियों के बीच की दूरी।

छोटी लाइन और बड़ी लाइन का गेज अलग-अलग होता है।
गेज

The distance between the rails of a railway or between the wheels of a train.

gauge