ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୃହସ୍ଥ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୃହସ୍ଥ   ବିଶେଷ୍ୟ

ଅର୍ଥ : ଘର-ଦୁଆର ବା ପିଲା-ପିଲିଥିବା ବ୍ୟକ୍ତି

ଉଦାହରଣ : ନିଜ ପରିବାର ସହିତଥିବା ଲୋକ ସୁଖୀ ଗୃହସ୍ଥ ହୋଇଥାଏ

ସମକକ୍ଷ : ଗୃହୀ

घर-बार या बाल-बच्चे वाला व्यक्ति।

सुखी गृहस्थ वह है जो अपने परिवार के साथ रहता है।
कुटुंबी, कुटुम्बी, गृहस्थ, गृही, गेही, घरबारी, दुनियाँदार, दुनियादार

A man whose family is of major importance in his life.

family man

ଅର୍ଥ : ଗୃହସ୍ଥାଶ୍ରମରେ ରହୁଥିବା ବ୍ୟକ୍ତି

ଉଦାହରଣ : ଗୃହସ୍ଥର ଗାର୍ହ୍ୟସ୍ଥ ଧର୍ମ ପାଳନ କରିବା ଆବଶ୍ୟକ

वह व्यक्ति जो गृहस्थाश्रम में रहता हो।

गृहस्थ को गृहस्थ धर्म का पालन करना चाहिए।
गृहस्थ, गृहस्थ आश्रमी, गृहस्थाश्रमी

ଗୃହସ୍ଥ   ବିଶେଷଣ

ଅର୍ଥ : ଗୃହସ୍ଥାଶ୍ରମରେ ରହିବା ଲୋକ

ଉଦାହରଣ : ଗୃହସ୍ଥ ବ୍ୟକ୍ତି ନିଜ ପରିବାରର ଭରଣ ପୋଷଣରେ ବ୍ୟସ୍ତ ଥାଏ

ସମକକ୍ଷ : ଗୃହସ୍ଥାଶ୍ରମୀ

गृहस्थाश्रम में रहने वाला।

गृहस्थ व्यक्ति अपने परिवार के पालन-पोषण में व्यस्त रहता है।
गृहस्थ, गृहस्थ आश्रमी, गृहस्थाश्रमी