ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୃହରକ୍ଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୃହରକ୍ଷୀ   ବିଶେଷ୍ୟ

ଅର୍ଥ : ଗୃହରକ୍ଷୀ ଦଳର ସଦସ୍ୟ

ଉଦାହରଣ : ଗୃହରକ୍ଷୀମାନେ ନିଜର ଦାବିକୁ ନେଇ ଧାରଣା ଦେଲେ

ସମକକ୍ଷ : ହୋମଗାର୍ଡ

गृहरक्षक दल का सदस्य।

गृहरक्षकों ने अपनी माँगों को लेकर धरना दिया।
गृहरक्षक, होम गार्ड, होमगार्ड

A volunteer unit formed to defend the homeland while the regular army is fighting elsewhere.

home guard

ଅର୍ଥ : ଘରର ଚୌକିଦାର

ଉଦାହରଣ : ଘରଜଗୁଆଳିର ହାତଗୋଡ଼ ବାନ୍ଧି ଚୋର ଘରେ ପଶିଲେ

ସମକକ୍ଷ : ଗୃହରକ୍ଷକ, ଘରଜଗୁଆଳ, ଘରଜଗୁଆଳି, ଚୌକିଦାର

घर का चौकीदार।

गृहप के हाथ-पैर बाँधकर चोर घर में प्रवेश कर गए।
गृहप

A guard who keeps watch.

security guard, watcher, watchman