ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁମାସ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁମାସ୍ତା   ବିଶେଷ୍ୟ

ଅର୍ଥ : ଖଜଣା ନଦେବାରୁ ଫସଲ କଟାକୁ ରୋକିବା ପାଇଁ ଜମିଦାରଙ୍କ ତରଫରୁ ଆସିଥିବା ବ୍ୟକ୍ତି

ଉଦାହରଣ : କୃଷକ ଗୁମାସ୍ତାକୁ ଖୁବ୍ ପିଟିଛି

लगान न देने पर जमींदार की ओर से फसल काटने से रोकने के लिए बैठाया गया व्यक्ति।

किसान ने अहिटा की जमकर पिटाई की।
अहिटा

ଅର୍ଥ : ଅନ୍ୟବ୍ୟକ୍ତି ତରଫରୁ କାମ କରୁଥିବା କର୍ମଚାରୀ

ଉଦାହରଣ : ସେଠ ଟଙ୍କା ଅସୁଲ କରିବାପାଇଁ ତାଙ୍କ ଗୁମାସ୍ତାକୁ ପଠେଇଲେ

ସମକକ୍ଷ : ମୋହରିର

दूसरे की ओर से काम करने वाला कर्मचारी।

सेठ ने पैसा वसूलने के लिए अपने कारिंदे को भेजा।
कारिंदा, कारिन्दा, गुमाश्ता

A representative who acts on behalf of other persons or organizations.

agent

ଅର୍ଥ : ଯେ ଆୟବ୍ୟୟର ହିସାବ ରଖନ୍ତି

ଉଦାହରଣ : ଲାଲା ଧନପତରାୟଙ୍କ ଗୁମାସ୍ତା ବହୁତ ସଚ୍ଚୋଟ

ସମକକ୍ଷ : ଖାତାଦାର, ମୁନସୀ, ମୋହରୀର

वह जो आय-व्यय का हिसाब रखता है।

लाला धनपतराय का मुनीम बहुत ईमानदार है।
अक्षरजीवक, मुंशी, मुनीब, मुनीम

Someone who records the transactions of a business.

bookkeeper