ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପ୍ତ ସଂକେତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପ୍ତ ସଂକେତ   ବିଶେଷ୍ୟ

ଅର୍ଥ : ଗୁପ୍ତ ରୂପରେ ବାର୍ତ୍ତା ପଠାଇବା ବା ଉପସ୍ଥାପିତ କରିବାପାଇଁ ବ୍ୟବହାର କରାଯାଉଥିବା ସଂକେତ

ଉଦାହରଣ : ମେଜର ଗୁପ୍ତ ସଂକେତଦ୍ୱାରା ସୈନିକମାନଙ୍କୁ ବାର୍ତ୍ତା ପଠାଇଲେ

ସମକକ୍ଷ : କୂଟ ସଂକେତ, କୋଡ୍‌

गुप्त रूप से संदेश भेजने या रखने के लिए उपयोग में लाया जाने वाला संकेत।

मेजर ने कूट संकेत के द्वारा सैनिकों को संदेश भेजा।
कूट संकेत, कूट-संकेत, कोड

A coding system used for transmitting messages requiring brevity or secrecy.

code