ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପ୍ତାଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପ୍ତାଙ୍ଗ   ବିଶେଷ୍ୟ

ଅର୍ଥ : ଯେଉଁ ଇନ୍ଦ୍ରିୟଦ୍ୱାରା ପ୍ରାଣୀ ସନ୍ତାନ ଉତ୍ପନ୍ନ କରନ୍ତି

ଉଦାହରଣ : ଏଠାରେ ଜନନେନ୍ଦ୍ରିୟ ସମ୍ବନ୍ଧୀୟ ରୋଗର ଚିକିତ୍ସା କରାଯାଏ

ସମକକ୍ଷ : ଜନନଇନ୍ଦ୍ରିୟ, ଜନନେନ୍ଦ୍ରିୟ, ଜନେନ୍ଦ୍ରିୟ

वे जननांग जो बाहर से दिखाई देते हैं।

बहुत लोग जननेंद्रिय संबंधी रोगों का इलाज़ करवाने में हिचकिचाते हैं।
इंद्रिय, इंद्री, इन्द्रिय, इन्द्री, गुप्तांग, जनन इंद्रिय, जननेंद्रिय, जननेन्द्रिय, जनेंद्रिय, जनेन्द्रिय, बाह्य जननांग

Any organ involved in sexual reproduction.

reproductive organ, sex organ

ଅର୍ଥ : ପୁରୁଷ ଜନନେନ୍ଦ୍ରିୟ

ଉଦାହରଣ : ପିଲାଙ୍କ ନଜରରେ ପୁରୁଷ ଓ ନାରୀ ଜନନେନ୍ଦ୍ରିୟ ମଧ୍ୟରେ ତଫାତ ନଥାଏ

ସମକକ୍ଷ : ଜନନେନ୍ଦ୍ରିୟ

नर मेंढक।

बच्चे को मेंढक और मेंढकी में कुछ अंतर नजर नहीं आ रहा है।
मेंडक, मेंढक, मेडक, मेढक

ଅର୍ଥ : ଜନନ ସମ୍ବନ୍ଧୀୟ ଯେ କୌଣସି ଅଙ୍ଗ

ଉଦାହରଣ : ଜନନାଙ୍ଗ ଦ୍ୱାରା ଜୀବର ନିର୍ମାଣ ହୋଇଥାଏ

ସମକକ୍ଷ : ଜନନାଙ୍ଗ

जनन से संबंधित कोई भी अंग।

जननांगों द्वारा ही जीव का निर्माण होता है।
जननांग

Any organ involved in sexual reproduction.

reproductive organ, sex organ