ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଣଗାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଣଗାନ   ବିଶେଷ୍ୟ

ଅର୍ଥ : ଗୀତ ମାଧ୍ୟମରେ କାହାରି ଗୁଣ, ଯଶ ପ୍ରଶଂସାଆଦିର ବର୍ଣ୍ଣନା

ଉଦାହରଣ : ପ୍ରାଚୀନ କାଳରେ ଭାଟମାନେ ନିଜ ରାଜାମହାରାମାନଙ୍କ ଗୁଣଗାନ କରିବାରେ ଥକି ଯାଉନଥିଲେ

ସମକକ୍ଷ : ଯଶୋଗାନ

किसी के गुण, यश, प्रशंसा आदि का गीत के माध्यम से वर्णन।

प्राचीन काल में बंदीजन अपने राजा-महाराजाओं का यशोगान करते नहीं थकते थे।
कीर्तन, कीर्त्तन, प्रशंसा गायन, यशोगान, वर्णना

ଅର୍ଥ : କାହାର ଭଲଗୁଣ ପ୍ରଶଂସା କରିବାର କାର୍ଯ୍ୟ

ଉଦାହରଣ : ସେ ତାଙ୍କର ଗୁରୁଙ୍କର ଗୁଣଗାନ କରିବାକୁ ପଛାଏ ନାହିଁ

ସମକକ୍ଷ : ମହିମାଗାନ, ଯଶଗାନ

यश का बखान या वर्णन।

वह अपने गुरु का गुणगान करते नहीं अघाता है।
अनुकीर्तन, अनुकीर्त्तन, गुणगान

An expression of approval and commendation.

He always appreciated praise for his work.
congratulations, extolment, kudos, praise

ଅର୍ଥ : କାହାର ପ୍ରଶଂସାରେ ଗାନ କରାଯାଉଥିବା ଗୀତ

ଉଦାହରଣ : ସନ୍ଥ ଲୋକ ସବୁବେଳେ ଭଗବାନଙ୍କର ଗୁଣଗାନ କରନ୍ତି

ସମକକ୍ଷ : ପ୍ରଶଂସା ଗୀତ

किसी की प्रशंसा में गाया जानेवाला गीत।

संत लोग हमेशा प्रभु का गुणगान गाते रहते हैं।
अनुकीर्तन, अनुकीर्त्तन, अभ्युतक्रोशनमंत्र, गुणगान, प्रशंसा गीत

Offering words of homage as an act of worship.

They sang a hymn of praise to God.
praise