ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଜୁରାଟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଜୁରାଟୀ   ବିଶେଷ୍ୟ

ଅର୍ଥ : ଯେ ଗୁଜୁରାଟର ନିବାସୀ

ଉଦାହରଣ : ଗୁଜୁରାଟରେ ଆସିଥିବା ଭୂକମ୍ପ ଅନେକ ଗୁଜୁରାଟୀଙ୍କୁ ଗୃହହୀନ କରିଦେଲା

ସମକକ୍ଷ : ଗୁଜୁରାଟ ନିବାସୀ

गुजरात का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

गुजरात में आए भूकंप ने कितने ही गुजरातियों को बेघर कर दिया।
गुजराती

A member of the people of Gujarat.

gujarati, gujerati

ଅର୍ଥ : ଗୁଜୁରାଟ ରାଜ୍ୟର ଭାଷା

ଉଦାହରଣ : ଗୁଜୁରାଟୀ ଲୋକଙ୍କ ମଧ୍ୟରେ ରହିରହି ସେ ଗୁଜୁରାଟୀ କହିବାରେ ଲାଗିଲା

ସମକକ୍ଷ : ଗୁଜୁରାଟୀ ଭାଷା

गुजरात राज्य की भाषा।

गुजराती लोगों के बीच रहते-रहते वह गुजराती बोलने लगा।
गुजराती, गुजराती भाषा

The Indic language spoken by the people of India who live in Gujarat in western India.

gujarati, gujerati

ଗୁଜୁରାଟୀ   ବିଶେଷଣ

ଅର୍ଥ : ଗୁଜୁରାଟରେ ରହିବା ବ୍ୟକ୍ତି

ଉଦାହରଣ : ଗୁଜୁରାଟୀ ଲୋକ ବହୁତ ପରିଶ୍ରମୀ

ଅର୍ଥ : ଯାହା ଗୁଜୁରାଟ ସମ୍ବନ୍ଧୀୟ ବା ଗୁଜୁରାଟର

ଉଦାହରଣ : ନବରାତ୍ରରେ ଗୁଜୁରାଟୀ ଲୋକେ ଦାଣ୍ଡିଆ ନୃତ୍ୟ କରନ୍ତି

गुजरात का या वहाँ के निवासी, भाषा, संस्कृति इत्यादि से संबंधित।

नौरात्र में गुजराती लोग डांडिया नृत्य करते हैं।
वह नारसिंह मेहता द्वारा लिखित गुजराती ग्रंथ पढ़ रहा है।

गुजराती

ଅର୍ଥ : ଗୁଜୁରାଟୀ ଭାଷା ସଂବନ୍ଧିତ ବା ଗୁଜୁରାଟୀ ଭାଷାର

ଉଦାହରଣ : ସେ ନାରସିଂହ ମେହତାଦ୍ୱାରା ଲିଖିତ ଗୁଜୁରାଟୀ ଗ୍ରନ୍ଥ ପଢ଼ୁଛି