ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗିଲିଦଣ୍ଡା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗିଲିଦଣ୍ଡା   ବିଶେଷ୍ୟ

ଅର୍ଥ : କାଠର ଖଣ୍ଡରେ ତିଆରି କରାଯାଇଥିବା ଏକ ଖେଳ ଉପକରଣ ଯାହାର ମୁଣ୍ଡ ଗୋଜିଆ ଓ ପେଟ ମୋଟା

ଉଦାହରଣ : ପିଲାଟି ବାଡ଼ିରେ ଡାବଳପୁଆକୁ ଏତେ ଯୋରରେ ପିଟିଲା ଯେ ତାହା ବହୁ ଦୂରରେ ଯାଇ ପଡ଼ିଲା

ସମକକ୍ଷ : ଡାଗର ପୁଆ, ଡାବଳପୁଆ

काठ के टुकड़े का बना एक खेल साधन जिसके सिरे नुकीले होते हैं और पेटा मोटा।

लड़के ने डंडे से गुल्ली पर इतनी जोर से मारा कि वह बहुत दूर जा गिरी।
आँटी, आंटी, गिल्ली, गुल्ली

ଅର୍ଥ : ଗୋଟିଏ ଖେଳ ଯେଉଁଥିରେ ପୁଆକୁ ବାଡ଼ିରେ ମରାଯାଏ

ଉଦାହରଣ : ପିଲାମାନେ ପଡ଼ିଆରେ ଡାବଳପୁଆ ଖେଳୁଛନ୍ତି

ସମକକ୍ଷ : ଡାଗରପୁଆ, ଡାବଳପୁଆ

एक खेल जिसमें गुल्ली को डंडे से मारा जाता है।

बच्चे मैदान में गुल्ली-डंडा खेल रहे हैं।
गिल्ली डंडा, गुल्ली डंडा, गुल्ली-डंडा, गुल्ली-डण्डा, गुल्लीडंडा