ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଳଗଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଳଗଣ୍ଡ   ବିଶେଷ୍ୟ

ଅର୍ଥ : ଚତୁଷ୍ପଦୀଙ୍କୁ ହେଉଥିବା ଗୋଟିଏ ରୋଗ

ଉଦାହରଣ : ଏହି ବଳଦକୁ ଗଳଗଣ୍ଡ ହୋଇଛି

चौपायों को होने वाला एक रोग।

इस बैल को गठरेवाँ हो गया है।
गठरेवाँ

ଅର୍ଥ : ଚତୁଷ୍ପ୍ଦମାନଙ୍କ ଗଳାରେ ହେଉଥିବା ଏକ ରୋଗ

ଉଦାହରଣ : ଗଳଗଣ୍ଡରେ ପୀଡିତ ଗାଈ କିଛି ଖାଇବା ପିଇବା କରିପାରିନଥାଏ

चौपायों के गले में होने वाली एक बीमारी।

अल्लाई से पीड़ित गाय कुछ खा-पी नहीं रही है।
अल्लाई, अल्लायी

ଅର୍ଥ : ଘଣ୍ଟିକା ଫୁଲିବାର ଏକ ରୋଗ

ଉଦାହରଣ : ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ

ସମକକ୍ଷ : ଫୁଲା, ଶୋଥ

गला सूजने का एक रोग।

आयोडीन की कमी से गलगंड हो जाता है।
गल-गंड, गलगंड, घेंघ, घेंघा, घेघा

Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.

goiter, goitre, struma, thyromegaly

ଅର୍ଥ : ଗଳାରେ ହେଉଥିବା ଏକ ଭୟଙ୍କର ରୋଗ

ଉଦାହରଣ : ବେଳେବେଳେ ଗଳଗଣ୍ଡରେ ଶ୍ୱାସରୁଦ୍ଧଯୋଗୁଁ ରୋଗୀ ମରିଯାଏ

गले में होनेवाला एक भयंकर रोग।

कभी-कभी मांसतान में दम घुटने के कारण रोगी मर जाता है।
मांसतान

ଅର୍ଥ : ଗଳାରେ ଗଣ୍ଠି ହେବାର ଏକ ରୋଗ

ଉଦାହରଣ : ଡାକ୍ତର ଗଳଗଣ୍ଡର ଚିକିତ୍ସାପାଇଁ ଅପରେସନ କରିବାକୁ କହିଲେ

गले में गांठ पड़ने का एक रोग।

डॉक्टर ने गिलायु का इलाज ऑपरेशन बताया है।
गिलायु

ଅର୍ଥ : ବେକରେ ବାହାରୁଥିବା ଗିଲିଟି

ଉଦାହରଣ : ଶୀଲାର ଗଳଗଣ୍ଡ ଅପରେସନ କରାଇବାକୁ ପଡ଼ିଲା

ସମକକ୍ଷ : ଗଳଗଂଡ

गले में निकलनेवाली गिलटी।

शीला को गलफेड़ का आपरेशन कराना पड़ा।
गलफेड़, गलफेड़ा