ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭ   ବିଶେଷ୍ୟ

ଅର୍ଥ : ଜନ୍ମହେବା ପୂର୍ବରୁ ମେରୁଦଣ୍ଡ ବିକଶିତ ଜନ୍ତୁଙ୍କୁ ଚିହ୍ନିବା ପାଇଁ ଯୋଗ୍ୟ ମୁଖ୍ୟ ଲକ୍ଷଣଗୁଡ଼ିକୁ ଦେଖାଉଥିବା ବିକାଶର ଅବସ୍ଥା

ଉଦାହରଣ : ଭ୍ରୂଣ ହତ୍ୟା କରିବା ଅପରାଧ

ସମକକ୍ଷ : ଗର୍ଭସ୍ଥଜୀବ, ଭ୍ରୂଣ

अजन्मे कशेरुकी की विकसित जन्तु की पहचाने जाने योग्य मुख्य विशेषताएँ दर्शाती विकास की अवस्था।

भ्रूण की हत्या करना अपराध है।
सीमा का गर्भ गिर गया।
आधान, गर्भ, गर्भस्थ जीव, पेट, भ्रूण, सत्त्व, सत्व, हमल

An unborn or unhatched vertebrate in the later stages of development showing the main recognizable features of the mature animal.

fetus, foetus

ଅର୍ଥ : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ

ଉଦାହରଣ : ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ

ସମକକ୍ଷ : ଗର୍ଭାଶୟ

स्त्रियों के पेट का वह स्थान जिसमें गर्भ या बच्चा रहता है।

गर्भाशय संबंधी रोग के कारण सीता माँ नहीं बन पा रही है।
अंधियार कोठरी, अंधियार-कोठरी, उल्व, कोख, गर्भ, गर्भाशय, धरन, धरा, पेट, प्रोथ, फूल, बच्चादान, बच्चादानी, योनि

A hollow muscular organ in the pelvic cavity of females. Contains the developing fetus.

uterus, womb