ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭାଶୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭାଶୟ   ବିଶେଷ୍ୟ

ଅର୍ଥ : ସ୍ତ୍ରୀମାନଙ୍କର ପେଟର ଯେଉଁ ସ୍ଥାନରେ ଗର୍ଭ ବା ଛୁଆ ରହେ

ଉଦାହରଣ : ସୀତା ଗର୍ଭାଶୟ ସମ୍ବନ୍ଧୀୟ ରୋଗ କାରଣରୁ ମା’ ହୋଇ ପାରୁନାହିଁ

ସମକକ୍ଷ : ଗର୍ଭ

स्त्रियों के पेट का वह स्थान जिसमें गर्भ या बच्चा रहता है।

गर्भाशय संबंधी रोग के कारण सीता माँ नहीं बन पा रही है।
अंधियार कोठरी, अंधियार-कोठरी, उल्व, कोख, गर्भ, गर्भाशय, धरन, धरा, पेट, प्रोथ, फूल, बच्चादान, बच्चादानी, योनि

A hollow muscular organ in the pelvic cavity of females. Contains the developing fetus.

uterus, womb