ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭିଣୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭିଣୀ   ବିଶେଷ୍ୟ

ଅର୍ଥ : ଗର୍ଭବତୀ ମହିଳା

ଉଦାହରଣ : ଗର୍ଭବତୀମାନଙ୍କର ବିଶେଷ ଦେଖାଶୁଣା ହେବା ଆବଶ୍ୟକ

ସମକକ୍ଷ : ଗର୍ଭବତୀ, ଗର୍ଭବତୀ ମହିଳା

ଗର୍ଭିଣୀ   ବିଶେଷଣ

ଅର୍ଥ : ଯାହାର ଗର୍ଭ ହୋଇଛି (ଚତୁଷ୍ପଦୀ)

ଉଦାହରଣ : ତାର ଗାଈଟି ଗର୍ଭିଣୀ

जिसके पेट में गर्भ हो (चौपाया)।

उसकी गाय गाभिन है।
गर्भिणी, गाभिन, गाभिनी

Carrying developing offspring within the body or being about to produce new life.

pregnant

ଅର୍ଥ : ଯାହାର ପେଟରେ ଗର୍ଭ ଅଛି

ଉଦାହରଣ : ଗର୍ଭବତୀ ସ୍ତ୍ରୀମାନଙ୍କର ଦେଖାଶୁଣା ଭଲଭାବରେ ହେବା ଉଚିତ

ସମକକ୍ଷ : ଅନ୍ତଃସତ୍ତ୍ୱା, ଗର୍ଭବତୀ

Carrying developing offspring within the body or being about to produce new life.

pregnant