ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗରା   ବିଶେଷ୍ୟ

ଅର୍ଥ : ପାଣି ଭରିବାର ମାଟିର ଛୋଟ ପାତ୍ର

ଉଦାହରଣ : ସେ କଳସୀରେ ପାଣି ଭରି ଆଣିଛି

ସମକକ୍ଷ : କଳସୀ, ମାଠିଆ

पानी भरने का मिट्टी का छोटा बर्तन।

वह गगरी में पानी भर लाया।
गगरिया, गगरी, गागर, गागरी

ଅର୍ଥ : ଛୋଟ ମୁହଁ ଓ ଚଉଡ଼ା ଫନ୍ଦବାଲା ବାସନ

ଉଦାହରଣ : ଏହି ଗରାରେ ଅନୁମାନରୁ ଅଧିକ ପାଣି ଧରୁଛି

छोटे मुँह और चौड़ी पेंदी वाला बर्तन।

इस पनचोरे में अनुमान से बहुत अधिक पानी समाता है।
पनचोरा

ଅର୍ଥ : ଧାତୁନିର୍ମିତ ବଡ଼ ପାତ୍ର

ଉଦାହରଣ : ପିଲାଟି ଗରାକ ଯାକ ପାଣି ତଳେ ଅଜାଡ଼ି ଦେଲା

ସମକକ୍ଷ : ଗଗରା

धातु का बड़ा घड़ा।

बच्चे ने गगरे का पानी नीचे गिरा दिया।
गगरा

ଅର୍ଥ : ପାଣି ରଖିବାପାଇଁ ଲୁହା, ପିତ୍ତଳଆଦିର ଚଉଡ଼ା ମୁହଁ ଥିବା ଏକ ବଡ଼ ପାତ୍ର

ଉଦାହରଣ : ଗରା ପାଣିରେ ଭର୍ତ୍ତି ହୋଇଛି

पानी रखने का लोहे,पीतल आदि का चौड़े मुँह का एक बड़ा बरतन।

गंगाल पानी से भरा हुआ है।
कंडाल, गंगाल