ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଳସୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଳସୀ   ବିଶେଷ୍ୟ

ଅର୍ଥ : ପାଣି ଭରିବାର ମାଟିର ଛୋଟ ପାତ୍ର

ଉଦାହରଣ : ସେ କଳସୀରେ ପାଣି ଭରି ଆଣିଛି

ସମକକ୍ଷ : ଗରା, ମାଠିଆ

पानी भरने का मिट्टी का छोटा बर्तन।

वह गगरी में पानी भर लाया।
गगरिया, गगरी, गागर, गागरी

ଅର୍ଥ : ଛୋଟ କଳସ ବା ଘଟ

ଉଦାହରଣ : ସେ କଳସୀରେ ପାଣି ଭରିଲେ

छोटा कलसा या घट।

उसने कलसी से पानी भरा।
कलसी

An object used as a container (especially for liquids).

vessel