ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗରମ ମସଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗରମ ମସଲା   ବିଶେଷ୍ୟ

ଅର୍ଥ : ଲବଙ୍ଗ, ଅଳେଇଚ, ତେଜ ପତ୍ର, ଡାଲଚିନ୍‌, ଶୁଣ୍ଠୀ, ଗୋଲ ମରିଚ,ଜାଇଫଳ, ଜାଇତ୍ରୀ ଓ ଜିରାଆଦି ମସଲାଗୁଡ଼ିକର ମିଶ୍ରଣ

ଉଦାହରଣ : ସବୁ ତରକାରୀରେ ଗରମ ମସଲା ପକାଯାଏ ନାହିଁ

ସମକକ୍ଷ : ଗରମ ମସାଲା

लौंग, इलायची, तेज पत्ता, दालचीनी, सोंठ, काली मिर्च, जायफल, जावित्री, जीरा आदि मसालों का मिश्रण।

सभी सब्जियों में गरम मसाला नहीं डाला जाता।
गरम मसाला