ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗମ୍ବୁଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗମ୍ବୁଜ   ବିଶେଷ୍ୟ

ଅର୍ଥ : ମୀନାରର ଉପରି ଭାଗ ଅଥବା କୌଣସି ଅଟ୍ଟାଳିକାର ଉପରେ ତିଆରି ମୀନାର

ଉଦାହରଣ : ଗମ୍ବୁଜ ଉପରେ ଉଡ଼ୁଥିବା ପତକା ଦୂରରୁ ଦେଖାଯାଏ

मीनार का ऊपरी भाग अथवा किसी इमारत के ऊपर बनी मीनार।

बुर्ज पर फहराता झंडा दूर से दिखाई पड़ता है।
बुर्ज, बुर्ज़

A small tower extending above a building.

turret

ଅର୍ଥ : ଗୋଲ, ଉଚ୍ଚ ଏବଂ ବାହାରି ପଡ଼ିଥିବା ଛାତ

ଉଦାହରଣ : ଏହି ମସଜିଦ୍‌ର ଗମ୍ବୁଜ ଆରବୀ ଶିଳ୍ପୀମାନଙ୍କଦ୍ୱାରା ତିଆରି ହୋଇଛି

गोल, ऊँची और उभरी हुई छत।

इस मस्जिद का गुंबद अरबी शिल्पकारों द्वारा बनाया गया है।
गुंबज, गुंबद, गुम्बज, गुम्बद, गुम्मट, गोलंबर

A hemispherical roof.

dome

ଅର୍ଥ : ଦୁର୍ଗର କାନ୍ଥରେ କିଛି ଦୂରରେ ତ୍ରିକୋଣାକାରର ସ୍ଥାନ

ଉଦାହରଣ : ଗମ୍ବୁଜର ରକ୍ଷାପାଇଁ ସିପାହୀ ଲଢୁଥିଲେ

किले की दीवार में थोड़ी दूर पर त्रिकोणाकार सा स्थान।

बुर्ज की ओट में से सिपाही लड़ाई करते थे।
कँगूरा, कंगूरा, गरगज, घूगस, बुर्ज, बुर्ज़

A rampart built around the top of a castle with regular gaps for firing arrows or guns.

battlement, crenelation, crenellation