ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗତକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗତକା   ବିଶେଷ୍ୟ

ଅର୍ଥ : କୁସ୍ତି ଖେଳିବାପାଇଁ ବ୍ୟବହୃତ ଚମଡ଼ା ଢଙ୍କା ଏକ ବାଡ଼ି

ଉଦାହରଣ : ଖେଳ ଖେଳୁଥିବା ସମୟରେ ତାହାର ଗତକା ଭାଙ୍ଗିଗଲା

ସମକକ୍ଷ : ଚମଡ଼ାଢଙ୍କା ବାଡ଼ି

पैंतरा खेलने का वह डंडा जिसके ऊपर चमड़ा मढ़ा रहता है।

खेल खेलते समय उसका गतका टूट गया।
कुतका, गतका, गदका

ଅର୍ଥ : ଯେଉଁ ଖେଳ ଚମଡ଼ା ଆବରଣ ଯୁକ୍ତ ବାଡ଼ିରେ ଖେଳନ୍ତି

ଉଦାହରଣ : ସେ ଭଲ ଗତକା ଖେଳାଳି

ସମକକ୍ଷ : ଗଦକା

वह खेल जो गतके से खेला जाता है।

वह गतके का अच्छा खिलाड़ी है।
गतका, गदका