ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣେଶ ପୂଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣେଶ ପୂଜା   ବିଶେଷ୍ୟ

ଅର୍ଥ : ପ୍ରତି ମାସର ଶୁକ୍ଳପକ୍ଷ ଚତୁର୍ଥୀ

ଉଦାହରଣ : ଆଜି ଗଣେଶ ପୂଜା

ସମକକ୍ଷ : ଗଣେଶ ଚତୁର୍ଥୀ, ବିନାୟକ ଚତୁର୍ଥୀ

प्रत्येक महीने के शुक्ल पक्ष की चतुर्थी।

आज विनायक चतुर्थी है।
विनायक चतुर्थी, विनायक चौथ, विनायक-चतुर्थी

ଅର୍ଥ : ଭାଦ୍ରପଦ ଶୁକ୍ଳ ପକ୍ଷ ଚତୁର୍ଥୀଠାରୁ ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଗଣେଶଙ୍କପାଇଁ ପାଳନ କରାଯାଉଥିବା ଏକ ଉତ୍ସବ

ଉଦାହରଣ : ମହାରାଷ୍ଟରେ ଗଣେଶ ପୂଜା ଧୁମ୍‌ଧାମରେ ପାଳନ କରାଯାଏ

ସମକକ୍ଷ : ଗଣେଶ ଉତ୍ସବ

भाद्रपद के शुक्ल पक्ष में चतुर्थी से अनंत चतुर्दशी तक मनाया जनेवाला एक उत्सव जिसमें गणेश कि पूजा होती है।

महाराष्ट्र में गणेशोत्सव धूम-धाम से मनाया जाता है।
गणेश उत्सव, गणेशोत्सव

A day or period of time set aside for feasting and celebration.

festival

ଅର୍ଥ : ଭାଦ୍ରପଦ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଉଥିବା ଗୋଟିଏ ପର୍ବ

ଉଦାହରଣ : ଗଣେଶ ଚତୁର୍ଥୀରେ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ

ସମକକ୍ଷ : ଗଣେଶ ଚତୁର୍ଥୀ, ବିନାୟକ ଚତୁର୍ଥୀ

भाद्रपद शुक्ल चतुर्थी को मनाया जानेवाला एक त्योहार।

गणेश चतुर्थी में गणेश की पूजा-अर्चना करते हैं।
गणेश चतुर्थी, गणेश चौथ, गणेश-चतुर्थी, विनायक चतुर्थी, विनायक-चतुर्थी

A day or period of time set aside for feasting and celebration.

festival