ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣେଶ ଉତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣେଶ ଉତ୍ସବ   ବିଶେଷ୍ୟ

ଅର୍ଥ : ଭାଦ୍ରପଦ ଶୁକ୍ଳ ପକ୍ଷ ଚତୁର୍ଥୀଠାରୁ ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଗଣେଶଙ୍କପାଇଁ ପାଳନ କରାଯାଉଥିବା ଏକ ଉତ୍ସବ

ଉଦାହରଣ : ମହାରାଷ୍ଟରେ ଗଣେଶ ପୂଜା ଧୁମ୍‌ଧାମରେ ପାଳନ କରାଯାଏ

ସମକକ୍ଷ : ଗଣେଶ ପୂଜା

भाद्रपद के शुक्ल पक्ष में चतुर्थी से अनंत चतुर्दशी तक मनाया जनेवाला एक उत्सव जिसमें गणेश कि पूजा होती है।

महाराष्ट्र में गणेशोत्सव धूम-धाम से मनाया जाता है।
गणेश उत्सव, गणेशोत्सव

A day or period of time set aside for feasting and celebration.

festival