ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଡ଼ଖଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଡ଼ଖଡ଼ିଆ   ବିଶେଷ୍ୟ

ଅର୍ଥ : ଜିନିଷପତ୍ର, ଫଳ, ପନିପରିବା ଆଦି ବୋହୁଥିବା ଘୋଡ଼ାଗାଡ଼ି

ଉଦାହରଣ : ପିଲାମାନେ ଖଡ଼ଖଡ଼ିଆରେ ବସି ମସ୍ତି କରୁଛନ୍ତି

ସମକକ୍ଷ : ଖଡ଼ଖଡ଼ିଆ ଘୋଡ଼ାଗାଡ଼ି

माल, फल, तरकारी आदि ढोने की घोड़ागाड़ी।

बच्चे खड़खड़िया पर बैठकर मस्ती कर रहे हैं।
खड़खड़िया