ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଳ ପ୍ରତିଯୋଗିତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଏହି ଖେଳ ପ୍ରତିଯୋଗିତା ଯେଉଁଥିରେ ଦୁଇ ବା ତତୋଧିକ ପ୍ରତିଯୋଗୀ ବା ଦଳ ଭାଗ ନିଅନ୍ତି

ଉଦାହରଣ : ଆମେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ହେଉଥିବା ଖେଳ ପ୍ରତିଯୋଗିତା ଦେଖୁଛୁ

ସମକକ୍ଷ : ମେଚ

वह खेल प्रतियोगिता जिसमें दो या कई प्रतियोगी या दल भाग लेते हैं।

हम भारत और श्रीलंका का मैच देख रहे हैं।
मैच

A formal contest in which two or more persons or teams compete.

match

ଅର୍ଥ : ଶୃଂଖଳାର ସହ କରାଯାଉଥିବା ଖେଳ ପ୍ରତିଯୋଗିତା

ଉଦାହରଣ : ଆମ ୟୁନିଭରସିଟିରେ ହକି ଟୁର୍ଣ୍ଣାମେଣ୍ଟ୍ ଚାଲିଛି

ସମକକ୍ଷ : କ୍ରୀଡ଼ା ପ୍ରତିଯୋଗିତା, ଟୁର୍ଣ୍ଣାମେଣ୍ଟ୍

खेलों की वह प्रतियोगिता जो शृंखला में होती है।

हमारे विद्यालय में हाकी टूर्नामेंट चल रहा है।
क्रीड़ा प्रतियोगिता, क्रीड़ा-प्रतियोगिता, खेल प्रतियोगिता, खेल-प्रतियोगिता, टूर्नामेंट, टूर्नामेन्ट

A sporting competition in which contestants play a series of games to decide the winner.

tournament, tourney