ଅର୍ଥ : ମନ ଫୁର୍ତ୍ତି କରିବା ବା ବ୍ୟାୟାମ କରିବାପାଇଁ ଏପାଖ ସେପାଖ ଡେଇଁବା
ଉଦାହରଣ :
ଛୁଆମାନେ ପଡ଼ିଆରେ ଖେଳୁଛନ୍ତି
ସମକକ୍ଷ : କ୍ରୀଡ଼ା କରିବା
ଅର୍ଥ : ସଂଭୋଗ କରିବା
ଉଦାହରଣ :
ସେ ବେଶ୍ୟାମାନଙ୍କୁ ପ୍ରତି ରାତିରେ ସଂଭୋଗ କରେ
ସମକକ୍ଷ : ଚୋଦିବା, ପେଲିବା, ସଂଭୋଗ କରିବା
ଅର୍ଥ : ଦାୟିତ୍ୱହୀନତା ଯୋଗୁଁ ବା ଉଦାସୀନତା ସହିତ ବ୍ୟବହାର କରିବା
ଉଦାହରଣ :
କାହାରି ଅହଂଭାବ ସହିତ ଖେଳନାହିଁ
ସମକକ୍ଷ : ବେଖାତିର କରିବା, ବେପରୁଆ ହେବା