ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଳନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଳନା   ବିଶେଷ୍ୟ

ଅର୍ଥ : ଲୁଗା, ପ୍ଲାଷ୍ଟିକଆଦିର ଯେଉଁ ଖେଳନାରେ ଛୋଟ ଛୁଆମାନେ ଖେଳନ୍ତି

ଉଦାହରଣ : ଛୁଆମାନେ ଖେଳନାରେ ଖେଳୁଛନ୍ତି

ସମକକ୍ଷ : କଣ୍ଢେଇ, ପୁତଳୀ

कपड़े, प्लास्टिक आदि की वह पुतली जिससे छोटे बच्चे खेलते हैं।

बच्चे गुड़िया के साथ खेल रहे हैं।
गुड़िया, गुड्डी, पंचालिका, पुतली, पुत्तलिका, पुत्तली, शालंकी, शालांकी

A small replica of a person. Used as a toy.

doll, dolly