ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଳନାଗାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଳନାଗାଡ଼ି   ବିଶେଷ୍ୟ

ଅର୍ଥ : ପିଲାଙ୍କ ମନୋରଞ୍ଜନପାଇଁ ଛୋଟ ଗାଡ଼ି

ଉଦାହରଣ : ମେଳାରେ ରାମ ଖେଳନାଗାଡ଼ିରେ ବସିବାପାଇଁ ଜିଦ୍‌ କରୁଥିଲା

ସମକକ୍ଷ : ପିଲାଗାଡ଼ି, ଶିଶୁଯାନ

बच्चों के मनोरंजन की छोटी गाड़ी।

राहुल बच्चा गाड़ी में बैठने की ज़िद कर रहा था।
बच्चा गाड़ी, शिशु यान

A small vehicle with four wheels in which a baby or child is pushed around.

baby buggy, baby carriage, carriage, go-cart, perambulator, pram, pushchair, pusher, stroller