ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖେଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖେଞ୍ଚ   ବିଶେଷ୍ୟ

ଅର୍ଥ : ବାଉଁଶ,କାଠ ଆଦିର ଖଣ୍ଡ ଯାହା କଣ୍ଟା ଭଳି ଶରୀରରେ ଗଳିଯାଏ

ଉଦାହରଣ : କାଠ ଚିରିବା ସମୟରେ ତା ହାତରେ ଖେଞ୍ଚା ଗଳିଗଲା

ସମକକ୍ଷ : ଖେଞ୍ଚା

काँटे के समान बाँस,लकड़ी आदि का टुकड़ा जो शरीर में चुभ जाता है।

लकड़ी फाँड़ते समय उसके हाथ में फाँस धँस गयी।
फाँस

A small thin sharp bit or wood or glass or metal.

He got a splinter in his finger.
It broke into slivers.
sliver, splinter

ଅର୍ଥ : ଶରୀରରେ ଫୋଡ଼ିଯାଇଥିବା କଣ୍ଟାର ଯେଉଁ ଅଂଶ ଭାଙ୍ଗି ଶରୀର ଭିତରେ ହିଁ ରହିଯାଇଥାଏ

ଉଦାହରଣ : ଶ୍ୟାମା ଛୁଞ୍ଚି ସାହାଯ୍ୟରେ ଖୁଞ୍ଚା ବାହାର କରିବାକୁ ଉଦ୍ୟମ କରୁଛି

ସମକକ୍ଷ : ଖୁଞ୍ଚା

शरीर में चुभे हुए काँटे का वह भाग जो टूटकर शरीर के भीतर ही रह गया हो।

श्यामा सूई की सहायता से नटसाल को निकालने की कोशिश कर रही है।
नटसाल