ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁସି କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁସି କରିବା   କ୍ରିୟାପଦ

ଅର୍ଥ : କାହାକୁ ନିଜ କ୍ରିୟା-କଳାପ, ବ୍ୟବହାରଆଦିଦ୍ୱାରା ଆନନ୍ଦିତ କରିବା

ଉଦାହରଣ : ରାମ ନିଜ ଆଚରଣରେ ସମସ୍ତଙ୍କୁ ପ୍ରସନ୍ନ କଲେ

ସମକକ୍ଷ : ଆନନ୍ଦିତ କରିବା, ପ୍ରସନ୍ନ କରିବା

किसी को अपने क्रिया-कलापों, व्यवहार आदि के द्वारा आनंदित करना।

राम ने अपने आचरण से सबको प्रसन्न किया।
आनंदना, आनंदित करना, आनन्दना, ख़ुश करना, खुश करना, प्रफुल्ल करना, प्रफुल्लित करनाहुलसाना, प्रसन्न करना, हरषाना, हर्षाना, हर्षित करना

Give pleasure to or be pleasing to.

These colors please the senses.
A pleasing sensation.
delight, please