ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁସିହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁସିହେବା   କ୍ରିୟାପଦ

ଅର୍ଥ : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା

ଉଦାହରଣ : ଧ୍ୟାନ କଲେ ମନ ଖୁସି ରହେ

ସମକକ୍ଷ : ଆନନ୍ଦିତହେବା, ଆମୋଦିତ ହେବା, ପ୍ରଫୁଲ୍ଲିତ ହେବା

चिंता या दुख की बात भूलकर चित्त का दूसरी ओर लगना।

ध्यान करने से मन बहलता है।
बहलना

Occupy in an agreeable, entertaining or pleasant fashion.

The play amused the ladies.
amuse, disport, divert

ଅର୍ଥ : ପ୍ରସନ୍ନହେବା

ଉଦାହରଣ : ରାମ ଅଯୋଧ୍ୟାକୁ ଫେରିବାପରେ ନଗରବାସୀ ପ୍ରସନ୍ନହେଲେ

ସମକକ୍ଷ : ତୃପ୍ତହେବା, ପରିତୁଷ୍ଟହେବା, ପରିତୃପ୍ତହେବା, ପରିତୋଷହେବା, ପ୍ରସନ୍ନହେବା, ପ୍ରୀତହେବା, ସନ୍ତୁଷ୍ଟହେବା, ସନ୍ତୋଷହେବା

प्रसन्न होना।

राम के अयोध्या लौटने पर नगरवासी अघा गए।
अघाना

Feel happiness or joy.

joy, rejoice