ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆନନ୍ଦିତହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆନନ୍ଦିତହେବା   କ୍ରିୟାପଦ

ଅର୍ଥ : କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା

ଉଦାହରଣ : ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା

ସମକକ୍ଷ : ଚଳଚଞ୍ଚଳ ହେବା, ଛନଛନହେବା, ପ୍ରଫୁଲ୍ଲିତହେବା

किसी के मन में किसी बात की इच्छा या उत्कंठा उत्पन्न करना।

भैया के विदेश से लौटने की ख़बर सुनकर भाभी का मन गुदगुदाया।
गुदगुदाना

ଅର୍ଥ : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା

ଉଦାହରଣ : ଧ୍ୟାନ କଲେ ମନ ଖୁସି ରହେ

ସମକକ୍ଷ : ଆମୋଦିତ ହେବା, ଖୁସିହେବା, ପ୍ରଫୁଲ୍ଲିତ ହେବା

चिंता या दुख की बात भूलकर चित्त का दूसरी ओर लगना।

ध्यान करने से मन बहलता है।
बहलना

Occupy in an agreeable, entertaining or pleasant fashion.

The play amused the ladies.
amuse, disport, divert