ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଣ୍ଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଣ୍ଟା   ବିଶେଷ୍ୟ

ଅର୍ଥ : ନୀଳର ଦ୍ୱିତୀୟ ଫସଲ ଯାହା ନୀଳ କଟା ଗଲାପରେ ସେହି ଗଛରୁ ଉତ୍ପନ୍ନ ହୁଏ

ଉଦାହରଣ : ଏଥର ଖୁଣ୍ଟାରୁ ମଧ୍ୟ ଭଲ ନୀଳ ଅମଳ ହୋଇଛି

नील की दोरेजी फसल जो नील कट जाने पर उसकी फसल से उपजती है।

इस बार खूँटी से भी अच्छा नील प्राप्त हुआ है।
खूँटी, दोरेजी

The yield from plants in a single growing season.

crop, harvest

ଅର୍ଥ : ଗଛର କଟାହୋଇଥିବା ଯେଉଁ ଶୁଖିଲା କାଣ୍ଡର ମୂଳ ମାଟିରେ ଲାଗିଥାଏ

ଉଦାହରଣ : ମୋ ପାଦରେ ହରଡ଼ ଖୁଣ୍ଟା ପସିଗଲା

ସମକକ୍ଷ : ଝୁଣ୍ଟା, ମୂଳ

पौधे की कटी वह सूखी डंठल जिसकी जड़ भूमि में लगी हो।

मेरे पैर में अरहर की खूँटी गड़ गयी।
खूँटी, ठूँठी

The base part of a tree that remains standing after the tree has been felled.

stump, tree stump

ଅର୍ଥ : ପଶୁ, ତମ୍ବୁଆଦିକୁ ରସିରେ ବାନ୍ଧିବାପାଇଁ ବ୍ୟବହୃତ ବଡ କାଠଆଦି

ଉଦାହରଣ : ମଇଁଷି ଖୁଣ୍ଟା ଭାଙ୍ଗି ପଳେଇଲା

पशु, खेमे आदि की रस्सी आदि बाँधने के लिए गड़ी मोटी, बड़ी लकड़ी आदि।

भैंस खूँटा तोड़कर भाग गई।
किल्ला, खूँटा, खूंटा, मेख

A long (usually round) rod of wood or metal or plastic.

pole

ଅର୍ଥ : ଖିଅର ହେଲାପରେ ରହିଯାଉଥିବା କେଶର ତୀକ୍ଷ୍ଣ ଅଙ୍କୁର

ଉଦାହରଣ : ଦାଢି ଖିଅର ହେବାର ଦିନକ ପରେ ରୁଢ ବାହାରିବା ଆରମ୍ଭ ହୋଇଯାଏ

ସମକକ୍ଷ : ରୁଢ

मूड़ने के पश्चात बचे बालों के कड़े अंकुर।

दाढ़ी बनाने के एक दिन बाद खूँटी दिखना शुरु हो जाती है।
खूँटी

Short stiff hairs growing on a man's face when he has not shaved for a few days.

stubble