ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଆ   ବିଶେଷ୍ୟ

ଅର୍ଥ : ଦୁଧକୁ ଗାଢ଼କରି ତିଆରି କରାଯାଇଥିବା ଘନ ରୂପ ଯେଉଁଥିରୁ ମିଠା ପ୍ରସ୍ତୁତ କରାଯାଏ

ଉଦାହରଣ : ଗୋଲାପଜାମୁ ଖୁଆରେ ତିଆରି କରାଯାଏ

दूध को गाढ़ा करने से बना ठोस रूप जिससे मिठाई बनाते हैं।

गुलाब-जामुन मावा से बनता है।
खोआ, खोवा, मावा

Sweetened evaporated milk.

condensed milk

ଅର୍ଥ : ମଣିଷ ଶରୀରର କାନ୍ଧ ପାଖରେ ହାତ ଯୋଡ଼ା ହୋଇଥିବା ସ୍ଥାନ

ଉଦାହରଣ : ଲଗାତର ବଲ ଫିଙ୍ଗିବା ଫଳରେ ମୋ ଖୁଆ ଦରଜ ହେଉଛି

मनुष्य के शरीर में कंधे के पास का वह भाग जहाँ हाथ जुड़ा रहता है।

लगातार गेंदबाजी करने के कारण मेरा पँखुड़ा दर्द कर रहा है।
पँखुड़ा, पँखुरा, पखुरा, पखौरा

The part of the body between the neck and the upper arm.

shoulder

ଅର୍ଥ : ଦହି ମନ୍ଥିବା ନିମନ୍ତେ କାଠରେ ତିଆରି ଏକ ପ୍ରକାରର ଦଣ୍ଡ

ଉଦାହରଣ : ମା ଖୁଆରେ ଦହି ମନ୍ଥୁଛନ୍ତି

दही मथने के लिए काठ, धातु या प्लास्टिक का बना हुआ एक प्रकार का डंडा।

माँ मथानी से दही मथ रही है।
पिठर, बिलोनी, मंथन, मंथान, मथना, मथनी, मथानी, मथी, मन्थन, मन्थान, रई