ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଆଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଆଇବା   ବିଶେଷ୍ୟ

ଅର୍ଥ : ଖୁଆଇବାର ପ୍ରକ୍ରିୟା

ଉଦାହରଣ : ପିଲାଙ୍କୁ ଖାଦ୍ୟ ଖୁଆଇବା ପରେ ସେ ଚାଲିଗଲା

खिलाने की क्रिया।

बच्चे को खाना खिलाने के बाद वह चली गई।
खिलाई, खिलाना

ଖୁଆଇବା   କ୍ରିୟାପଦ

ଅର୍ଥ : ଖାଇବା ନିମନ୍ତେ ଖାଦ୍ୟ ଦେବା

ଉଦାହରଣ : ସେ ନିଜ ପିତାଙ୍କ ଶ୍ରାଦ୍ଧରେ ଶହେ ଜଣ ପଣ୍ଡିତଙ୍କୁ ଖୁଆଇଲେ

ସମକକ୍ଷ : ଭୋଜନ କରାଇବା

खाने के लिए भोजन देना।

उसने अपने पिता के श्राद्ध में सैकड़ों पंडितों को खिलाया।
खाना खिलाना, खिलाना, जिमाना, जेंवाना, भोजन कराना

Provide as food.

Feed the guests the nuts.
feed

ଅର୍ଥ : ବହୁତ ଲୋକଙ୍କୁ ଏକ ସାଥିରେ ବସାଇ ଭୋଜନ କରାଇବା

ଉଦାହରଣ : ମୋହନ ପାସ୍‌ ହେବା ଖୁସିରେ ଭୋଜି ଦେଲା

ସମକକ୍ଷ : ଭୋଜନ ଦେବା, ଭୋଜି ଦେବା

बहुत से लोगों को एक साथ बैठाकर भोजन कराना।

मोहन ने पास होने की खुशी में भोज दिया।
जिमाना, दावत देना, भोज देना

Provide a feast or banquet for.

banquet, feast, junket

ଅର୍ଥ : ନିଜ ହାତଦ୍ୱାରା କାହାର ମୁଁହରେ ଖାଦ୍ୟ ପୂରେଇବା

ଉଦାହରଣ : ମା ନିଜ ଛୁଆକୁ ପ୍ରେମପୂର୍ବକ ଖୁଆଉଛନ୍ତି

किसी के मुँह में अपने हाथ से खाद्य वस्तु डालना।

माँ अपने बच्चे को प्रेमपूर्वक खिला रही है।
खिलाना, जिमाना

Provide as food.

Feed the guests the nuts.
feed

ଅର୍ଥ : ଖୁଆଇବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ମାଆ ପିଲାକୁ ଜେଜେମାଙ୍କଦ୍ୱାରା ଖାଦ୍ୟ ଖୁଆଉଛନ୍ତି

ସମକକ୍ଷ : ଭକ୍ଷଣ କରାଇବା, ଭୋଜନ କରାଇବା

खिलाने का काम दूसरे से कराना।

माँ बच्चों को दादी से खाना खिलवा रही है।
खिलवाना