ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖିଆଲ୍ ଆସିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖିଆଲ୍ ଆସିବା   ବିଶେଷ୍ୟ

ଅର୍ଥ : କୌଣସି ଧାରଣା ଉତ୍ପନ୍ନ କରୁଥିବା ଅଥବା କୌଣସି ସ୍ମୃତିକୁ ଜାଗ୍ରତ କରୁଥିବା ଅନ୍ତଃକରଣ ବା ମନର ସେହି ବୃତ୍ତି ବା ଶକ୍ତି ଯାହା କୌଣସି ବସ୍ତୁ ବା ଭାଷାକୁ ବୋଧ କରାଇଥାଏ

ଉଦାହରଣ : ମୁଁ ତାଙ୍କୁ ଗୋଟିଏ ଥର ଦେଖିଥିଲି ତ ସେଥିପାଇଁ ତାଙ୍କର ରୂପ ବର୍ତ୍ତମାନ ମନେ ପଡୁନାହିଁ

ସମକକ୍ଷ : ଧ୍ୟାନ ଆସିବା, ମନେ ପଡିବା

अंतःकरण या मन की वह वृति या शक्ति जो उसे किसी चीज या बात का बोध कराती, उसमें कोई धारणा उत्पन्न करती अथवा कोई स्मृति जाग्रत करती है।

मैंने उन्हें एक बार देखा तो है पर उनकी आकृति अभी ध्यान में नहीं आ रही है।
खयाल, ख़याल, ख़्याल, ख्याल, तसव्वर, तसव्वुर, तसौवर, ध्यान, नजर, नज़र, याद, सुध, सुधि, स्मृति