ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଲି ପାଦରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଲି ପାଦରେ   କ୍ରିୟା ବିଶେଷଣ

ଅର୍ଥ : ଜୋତା-ଚପଲ କିଛି ନ ପିନ୍ଧିବାର କ୍ରିୟା

ଉଦାହରଣ : ସେ ଜଙ୍ଗଲରେ ଖାଲି ପାଦରେ ବୁଲୁଥିଲା

ସମକକ୍ଷ : ଖୋଲା ପାଦରେ

बिना जूता-चप्पल पहने।

वह जंगल में नंगे पैर घूम रहा था।
नंगे पैर

Without shoes on.

He chased her barefoot across the meadow.
barefoot, barefooted