ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଲିସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଲିସ୍ଥାନ   ବିଶେଷ୍ୟ

ଅର୍ଥ : ଯେଉଁ ପଦରେ କେହି ନିଯୁକ୍ତ ହୋଇ ନାହାନ୍ତି

ଉଦାହରଣ : ନିମ୍ନଲିଖିତ ଖାଲିସ୍ଥାନ ପାଇଁ ଆବେଦନପତ୍ର ଦାଖଲ କର

ସମକକ୍ଷ : ଭେକେନ୍ସୀ, ଭ୍ୟାକେନ୍ସୀ, ଶୂନ୍ୟ ପଦବୀ

वह पद जिस पर कोई नियुक्त न हो।

निम्नलिखित रिक्त-पदों के लिए आवेदन पत्र भरें।
रिक्त पद, रिक्त-पद, वैकेंसी, शून्यपद

Being unoccupied.

vacancy

ଅର୍ଥ : ଯେଉଁଠି କିଛି ଲେଖା ହୋଇ ନ ଥାଏ

ଉଦାହରଣ : ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦ ପୂରଣ କର

ସମକକ୍ଷ : ଖାଲିଜାଗା, ରିକ୍ତସ୍ଥାନ, ଶୂନ୍ୟସ୍ଥାନ

जिसमें कुछ लिखा हुआ न हो।

खाली स्थान में उपयुक्त शब्द भरें।
ख़ाली स्थान, खाली जगह, खाली स्थान, रिक्त स्थान

A blank area.

Write your name in the space provided.
blank space, place, space