ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଲିଆ   ବିଶେଷ୍ୟ

ଅର୍ଥ : ଶିରା ଟାଣିହେବା କାରଣରୁ ଯେଉଁ ବଳଦ ଛୋଟା ହୋଇଯାଇଛି

ଉଦାହରଣ : କୃଷକ ଖଲିଆ ବଳଦକୁ ଶଗଡ଼ରେ ଯୋଚୁଛି

ସମକକ୍ଷ : ଖଲିଆ ବଳଦ

वह बैल जो नसों के सिकुड़ जाने के कारण लंगड़ा हो गया हो।

किसान टँसहा को गाड़ी में जोत रहा है।
टँसहा, टँसहा बैल

An adult castrated bull of the genus Bos. Especially Bos taurus.

ox

ଅର୍ଥ : ଯେଉଁ ବଳଦର ପଛଗୋଡ଼ ଚାଲିଲାବେଳେ ବଙ୍କେଇଯାଏ

ଉଦାହରଣ : ଚାଷୀ ଖଲିଆ ଓ କଷରା ବଳଦଙ୍କୁ ହଳରେ ଯୋଚୁଛି

ସମକକ୍ଷ : ଖଲିଆ ବଳଦ

वह बैल जिसका पिछला पैर चलने में लचकता हो।

किसान जाँघिल और कैरे को हल में जोत रहा है।
जाँघिल, जांघिल

An adult castrated bull of the genus Bos. Especially Bos taurus.

ox

ଖଲିଆ   ବିଶେଷଣ

ଅର୍ଥ : ଚାଲିଲା ବେଳେ ଯାହାର ପାଦ ବଙ୍କା ହୁଏ

ଉଦାହରଣ : କୃଷକ ଛୋଟା ବଳଦକୁ ପୁଣି ପାଣି ଦେଉଛି

ସମକକ୍ଷ : ଛୋଟା

जिसका पैर चलने में लचकता हो।

किसान जाँघिल बैल को सानी-पानी दे रहा है।
जाँघिल, जांघिल

Disabled in the feet or legs.

A crippled soldier.
A game leg.
crippled, game, gimpy, halt, halting, lame