ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖର୍ଚ୍ଚକରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖର୍ଚ୍ଚକରିବା   କ୍ରିୟାପଦ

ଅର୍ଥ : କୌଣସି ଜିନିଷ ଏପରିଭାବେ ଲୋକଙ୍କ ଆଗରେ ରଖିବା ଯେପରି ସେମାନେ ତାକୁ ଲୁଟିବେ ବା ଅନ୍ୟମାନଙ୍କୁ ଲୁଟିବାକୁ ଦେବା

ଉଦାହରଣ : ସେଠ ଧନୀରାମ ତାଙ୍କ ପୁଅ ଜନ୍ମଦିନରେ ପାଣିପରି ଧନ ବୁହାଇଲେ

ସମକକ୍ଷ : ବୁହାଇବା, ବ୍ୟୟକରିବା, ଲୁଟେଇବା

कोई चीज़ इस प्रकार लोगों के सामने रखना कि वे उसे लूटें या दूसरों को लूटने देना।

सेठ धनीराम ने अपने बेटे के जन्मदिन पर बहुत सारा धन लुटाया।
लुटाना

Spend extravagantly.

Waste not, want not.
consume, squander, ware, waste