ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣ୍ଡିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣ୍ଡିତ   ବିଶେଷଣ

ଅର୍ଥ : କଟା ହୋଇଥିବା

ଉଦାହରଣ : ରୀମାର କଟା ହାତ ଦେଖି ସେ ଡରିଗଲା

ସମକକ୍ଷ : କଟା, ଛିନ୍ନ

जो कटा हुआ हो।

रीमा की कटी भुजाएँ देख वह काँप गई।
अवलुंचित, अवलुञ्चित, अवलून, आच्छिन्न, उच्छिन्न, उछिन्न, कटा, कटा हुआ, खंडित, खण्डित, छिन्न

Terminating abruptly by having or as if having an end or point cut off.

A truncate leaf.
Truncated volcanic mountains.
A truncated pyramid.
truncate, truncated

ଅର୍ଥ : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି

ଉଦାହରଣ : ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର

ସମକକ୍ଷ : ବିଖଣ୍ଡିତ, ଭଗ୍ନ, ଭଙ୍ଗା

जो भंग हो गया हो या टूट गया हो।

शिव के टूटे धनुष को देखते ही परशुराम बौखला गए।
खस्ता इमारतों की मरम्मत करवाना ज़रूरी है।
अभिभंग, अभिभङ्ग, अवदारित, खंडित, खस्ता, टूटा, टूटा हुआ, फूटा, फूटा हुआ, भंजित, भग्न, विखंडित, विच्छिन्न

Physically and forcibly separated into pieces or cracked or split.

A broken mirror.
A broken tooth.
A broken leg.
His neck is broken.
broken