ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଣିଜ ବିଜ୍ଞାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଣିଜ ବିଜ୍ଞାନ   ବିଶେଷ୍ୟ

ଅର୍ଥ : ଯେଉଁ ବିଜ୍ଞାନ ସାହାଯ୍ୟରେ ଖଣିର ଅନୁସନ୍ଧାନ କରିବା, ସେଥିରୁ ଜିନିଷ ବାହାର କରିବା ଏବଂ ଖଣିଜ ପଦାର୍ଥ ଆଦିର ସ୍ୱରୂପ ଆଦିର ବିବେଚନ ହୋଇଥାଏ

ଉଦାହରଣ : ଖଣିଜ ବିଜ୍ଞାନ ଭୂଗର୍ଭ ଶାସ୍ତ୍ରର ଏକ ଅଙ୍ଗ

ସମକକ୍ଷ : ଖଣିଜ ଶାସ୍ତ୍ର

वह विज्ञान जिसमें खानों का पता लगाने,उनमें से चीज़ें निकालने और खनिज पदार्थों के स्वरूप आदि का विवेचन होता है।

खनिज विज्ञान भूगर्भ शास्त्र का एक अंग है।
खनिज विज्ञान, खनिज शास्त्र, खनिजविज्ञान, खनिजशास्त्र

The branch of geology that studies minerals: their structure and properties and the ways of distinguishing them.

mineralogy