ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଟା   ବିଶେଷ୍ୟ

ଅର୍ଥ : କୌଣସି ଖଟାଳିଆ ଜିନିଷ

ଉଦାହରଣ : ଆମ୍ବ, ତେନ୍ତୁଳି, ଲେମ୍ବୁ ଆଦିରେ ଖଟା ତିଆରି ହୁଏ

ସମକକ୍ଷ : ଆମ୍ବିଳ, ଖଟେଇ

कोई खट्टी चीज़।

आम, इमली, नीबू आदि की खटाई बनती है।
खटाई

ଖଟା   ବିଶେଷଣ

ଅର୍ଥ : କଞ୍ଚା ଆମ୍ବ, ତେନ୍ତୁଳିଆଦିର ସ୍ୱାଦ

ଉଦାହରଣ : ଖଟା ଫଳଗୁଡ଼ିକରେ ଭିଟାମିନ ସି’ର ମାତ୍ରା ଅଧିକ

ସମକକ୍ଷ : ଅମ୍ଳୀୟ, ଆମ୍ବିଳିଆ

कच्चे आम, इमली, आदि के स्वाद का।

खट्टे फलों में विटामिन सी की मात्रा अधिक होती है।
अम्लीय, खट्टा, तुर्श

One of the four basic taste sensations. Like the taste of vinegar or lemons.

sour

ଅର୍ଥ : ଅତ୍ୟଧିକ ଖଟା

ଉଦାହରଣ : ଖଟାଳିଆ ଫଳ ଖାଇବା ପରେ ମୋ ଦାନ୍ତ ଦରଜ ହୋଇଗଲା

ସମକକ୍ଷ : ଖଟାଳିଆ

अत्यधिक खट्टा।

खट्टाचूक फल खाने के बाद मेरे दाँत कोठ हो गए।
अत्यम्ल, खट्टा-चूक, खट्टाचूक

Having a sharp biting taste.

sour