ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଜୁରିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଜୁରିଆ   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଆଖୁ

ଉଦାହରଣ : ଖଜୁରିଆ ବହୁତ ମିଠା

एक प्रकार का ऊख।

खजुरिया बहुत मीठे हैं।
खजुरिया

ଅର୍ଥ : ଏକ ପ୍ରକାର ମିଠେଇ

ଉଦାହରଣ : ଖଜୁରିଆ ଭଲ ହୋଇଛି

एक प्रकार की मिठाई।

खजुरिया अच्छी बनी है।
खजुरिया

A food rich in sugar.

confection, sweet

ଖଜୁରିଆ   ବିଶେଷଣ

ଅର୍ଥ : ତିନି ସରିରେ ଏକାଠି ଗୁନ୍ଥି ତିଆରି ହୋଇଥିବା

ଉଦାହରଣ : ମାଆ ଆଜି ମୋର ଖଜୁରିଆ ବେଣୀ ପକାଇଛନ୍ତି

तीन लड़ों को गूँथकर बनाया हुआ जो दिखने में खजूर के पत्ते की तरह दिखाई देती है (चोटी)।

माँ ने आज मेरी खजूरी चोटी बनाई है।
खजूरी, खरजूरी, खर्जूरी