ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଜରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଜରୀ   ବିଶେଷ୍ୟ

ଅର୍ଥ : ଖଜରୀ ଆମ୍ବର ଗଛ

ଉଦାହରଣ : ଫଳରେ ଭର୍ତ୍ତି ହୋଇଯାଇଥିବା ଖଜରୀ ଆମ୍ବଗଛ ଆଡ଼େ ଗାୟତ୍ରୀ ଲାଳସା ପୂର୍ଣ୍ଣ ଦୃଷ୍ଟିରେ ଅନାଇ ରହିଛି

ସମକକ୍ଷ : ଖଜରୀ ଆମ୍ବଗଛ

खजरी आम का पेड़।

गायत्री फलों से लदे खजरी की ओर ललचाई दृष्टि से निहार रही है।
खजरी, खजरी आम

Large evergreen tropical tree cultivated for its large oval fruit.

mangifera indica, mango, mango tree

ଅର୍ଥ : ଗୋଟିଏ ପ୍ରକାର ଆମ୍ବ

ଉଦାହରଣ : ଖଜରୀ ଆମ୍ବକୁ ପଚାଇବା ପାଇଁ କୃଷକ ତାକୁ ଚଷୁ ଭିତରେ ରଖୁଛି

ସମକକ୍ଷ : ଖଜରୀ ଆମ୍ବ

एक प्रकार का आम।

किसान खजरी को पकने के लिए भूसे में रख रहा है।
खजरी, खजरी आम

Large oval tropical fruit having smooth skin, juicy aromatic pulp, and a large hairy seed.

mango