ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଙ୍କାରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଙ୍କାରିବା   କ୍ରିୟାପଦ

ଅର୍ଥ : ଅନ୍ୟକୁ ସାବଧାନ କରିବାପାଇଁ ଗଳାରୁ ଖଙ୍କାରଖାଁ ଶବ୍ଦ କରିବା

ଉଦାହରଣ : ଅଧ୍ୟାପକଙ୍କୁ ଦେଖିବାମାତ୍ରେ ସେ ଖଙ୍କାର ମାରିଲା

ସମକକ୍ଷ : ଖଙ୍କାର ମାରିବା

दूसरे को सावधान करने के लिए गले से खरखराहट का शब्द पैदा करना।

प्राध्यापक को देखते ही उसने खखारा।
खँखारना, खखारना

ଅର୍ଥ : ଗଳାରେ ଜୋର ଦେଇକି କଫ ବାହାର କରିବା

ଉଦାହରଣ : ସେ କାଶିବା ସମୟରେ ବହୁତ ଖଙ୍କାରନ୍ତି

गले पर ज़ोर देकर कफ़ बाहर निकालना।

वह ब्रश करते समय बहुत खखारता है।
खँखारना, खखारना

Discharge (phlegm or sputum) from the lungs and out of the mouth.

cough out, cough up, expectorate, spit out, spit up