ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷୁବ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷୁବ୍ଧ   ବିଶେଷଣ

ଅର୍ଥ : ଯାହାକୁ କ୍ଷୋଭ ହୋଇଛି

ଉଦାହରଣ : କ୍ଷୁବ୍ଧ ରାଜକୁମାର କୋପଭବନରୁ ବାହାରକୁ ଆସିଲେ ନାହିଁ

ସମକକ୍ଷ : କ୍ଷୁଣ୍ଣ, କ୍ଷୁଭିତ

जिसे क्षोभ हुआ हो।

क्षुब्ध राजकुमार कोपभवन से बाहर ही नहीं आए।
क्षुब्ध

Troubled emotionally and usually deeply.

Agitated parents.
agitated

ଅର୍ଥ : ଯିଏ କ୍ରୋଧିତ ହୋଇଚି ବା ଯେ କ୍ରୋଧରେ ପୁର୍ଣ୍ଣ

ଉଦାହରଣ : କ୍ରୁଦ୍ଧ ବ୍ୟକ୍ତିର ବିବେକ ଭ୍ରଷ୍ଟ ହୋଇଯାଏ

ସମକକ୍ଷ : କୋପିତ, କ୍ରୁଦ୍ଧ, କ୍ରୋଧିତ, କ୍ରୋଧୀ ବ୍ୟକ୍ତି

जो क्रोधित हो या क्रोध से भरा हुआ हो।

क्रुद्ध व्यक्ति का विवेक भ्रष्ट हो जाता है।
लोगों की क्रुद्ध प्रतिक्रियाओं से मुख्यमंत्री जी चिंतित हैं।
अनखौहा, अमर्षित, कुपित, क्रुद्ध, क्रोधित, क्षुब्ध, भामी

Feeling or showing anger.

Angry at the weather.
Angry customers.
An angry silence.
Sending angry letters to the papers.
angry

ଅର୍ଥ : ଯିଏ ଶାନ୍ତ ନୁହେଁ

ଉଦାହରଣ : ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ

ସମକକ୍ଷ : ଅବ୍ୟବସ୍ଥିତ, ଅଶାନ୍ତ, ଅସ୍ଥିରଚିତ୍ତ, ଉତ୍‌କଣ୍ଠିତ, ଚଞ୍ଚଳ, ବିଚଳିତଅସ୍ଥିର

Afflicted with or marked by anxious uneasiness or trouble or grief.

Too upset to say anything.
Spent many disquieted moments.
Distressed about her son's leaving home.
Lapsed into disturbed sleep.
Worried parents.
A worried frown.
One last worried check of the sleeping children.
disquieted, distressed, disturbed, upset, worried