ଅର୍ଥ : ଏଣେତେଣେ
ଉଦାହରଣ :
ପୋଲିସ ଲୁହବୁହା ଗ୍ୟାସ୍ ଛାଡ଼ିବାରୁ ଭିଡ଼ ଛିନ୍ଛତ୍ର ହୋଇଗଲା
ସମକକ୍ଷ : ଛିନ୍ନଭିନ୍ନ, ଛିନ୍ଛତ୍ର
ଅର୍ଥ : ଯେ ବିଧାନ, ଶାସ୍ତ୍ର ଆଦି ବ୍ୟବସ୍ଥା ବା ମର୍ଯ୍ୟାଦାରୁ ବଞ୍ଚିତ ବା ତାହାର ବିପରୀତ
ଉଦାହରଣ :
ଅବ୍ୟବସ୍ଥିତ କାର୍ଯ୍ୟର ପରିଣାମ ଭଲ ହୁଏ ନାହିଁ
ଅର୍ଥ : ଯିଏ ଶାନ୍ତ ନୁହେଁ
ଉଦାହରଣ :
ଅଶାନ୍ତ ମନ କୌଣସି କାମରେ ଲାଗେ ନାହିଁ
ସମକକ୍ଷ : ଅଶାନ୍ତ, ଅସ୍ଥିରଚିତ୍ତ, ଉତ୍କଣ୍ଠିତ, କ୍ଷୁବ୍ଧ, ଚଞ୍ଚଳ, ବିଚଳିତଅସ୍ଥିର