ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷାତ୍ରଧର୍ମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷାତ୍ରଧର୍ମ   ବିଶେଷ୍ୟ

ଅର୍ଥ : ମଧ୍ୟଯୁଗରେ ଏହି କାର୍ଯ୍ୟ ବା ଧର୍ମ ବା ବ୍ୟବହାର ଯାହାପାଇଁ ଅନୁକରଣ କରିବା ଗୋଟିଏ ସଚ୍ଚୋଟ ସାମନ୍ତ ବା ଶୂରବୀର ନିମନ୍ତେ ଆବଶ୍ୟକ ମନେ କରାଯାଉଥିଲା

ଉଦାହରଣ : କେତେକ ଶୂରବୀର କ୍ଷତ୍ରୀୟ ଧର୍ମର ସୁରକ୍ଷାପାଇଁ ନିଜର ପ୍ରାଣଦାନ କରୁଥିଲେ

ସମକକ୍ଷ : କ୍ଷତ୍ରୀୟ ଧର୍ମ

वह मध्ययुगीन कर्तव्य या धर्म या व्यवहार जिसका अनुकरण करना एक सच्चे सामंत या शूरवीर के लिए आवश्यक माना जाता था।

कुछ शूरवीर क्षात्र-धर्म की रक्षा के लिए अपने प्राण भी दे देते थे।
क्षात्र-धर्म, क्षात्रधर्म

The medieval principles governing knighthood and knightly conduct.

chivalry, knightliness