ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷମା ଦେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷମା ଦେବା   କ୍ରିୟାପଦ

ଅର୍ଥ : କାହାଦ୍ୱାରା ଦେଇଥିବା କଷ୍ଟଆଦିକୁ ସହିନେବା କିମ୍ବା ତାର ପ୍ରତିକାର ବା ଦଣ୍ଡକୁ ଇଚ୍ଛା ନ କରିବା

ଉଦାହରଣ : ଲକ୍ଷେ ଭୁଲ୍‌ ସତ୍ତ୍ୱେ ମହାତ୍ମା ତାଙ୍କୁ କ୍ଷମା କଲେ

ସମକକ୍ଷ : କ୍ଷମା କରିବା, ମାଫ୍‌ କରିବା

किसी के द्वारा पहुँचाये हुए कष्ट आदि को सह लेना और उसके प्रतिकार या दंड की इच्छा न करना।

लाख गलती के बावजूद महात्माजी ने उसे क्षमा किया।
क्षमा करना, क्षमा देना, बख़्शना, बख्शना, माफ करना, माफ़ करना, माफ़ी देना, माफी देना

Stop blaming or grant forgiveness.

I forgave him his infidelity.
She cannot forgive him for forgetting her birthday.
forgive