ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ଷତିପୂରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ଷତିପୂରଣ   ବିଶେଷ୍ୟ

ଅର୍ଥ : କାହାର କ୍ଷତି ବଦଳରେ ଦିଆଯାଉଥିବା ଧନ

ଉଦାହରଣ : ରେଳ ଦୁର୍ଘଟନାରେ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ଏ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ

किसी का हर्ज या हानि होने पर उसके बदले में दिया जाने वाला धन।

रेल दुर्घटना में मृत लोगों के परिवार वालों को अभी तक हरजाना नहीं मिला है।
अर्थोपचार, अवक्रय, क्षति-पूर्ति, क्षतिपूर्ति, तावान, प्रतिकर, मुआवज़ा, मुआवजा, हरजाना, हर्जाना

Something (such as money) given or received as payment or reparation (as for a service or loss or injury).

compensation

ଅର୍ଥ : କୌଣସି କାରଣରୁ ହୋଇଥିବା ଅଭାବକୁ ପୂରଣ କରିବାର ପ୍ରକ୍ରିୟା

ଉଦାହରଣ : ଏହି କ୍ଷତିର ଭରଣା ଆମେ କରିବୁ

ସମକକ୍ଷ : ଭରଣା

किसी कारण से हुई कमी को पूरा करने की क्रिया।

इस नुकसान की भरपाई हम करेंगे।
भरपाई

The act of compensating for service or loss or injury.

compensation, recompense